Odia Song | ମାଲ୍ ମହୁ ଜୀବନ ମାଟି | Asima Panda | Lyric by Nihar Priyaashish | utubodia HD
Song : Rum Daba Gum... Mal Mahu Jiban Mati Lyric : Nihar Priyaashish Music : Soubhagya Mishra Singer : Asima Panda Recording : Ashish Mohapatra Producer : Ashish Ranjan Camera : Anil Bhol & Soumya Editing : Anil Bhol Studio Version : Studio Flaaash, BBSR Music Label : utubodia Nihar Priyaashish ............................................................................................... ରମ୍ ଦବ ଗମ୍ ତୁଟିଯିବ ଦମ୍ ହୁସ୍କି ପିଇ ମରିଯିବୁ ଲାଇଫି୍ ହବ କମ୍ ନାଲି ପାଣି ହାବିଟି କରି କତେ ରଥି ଗଲେଣି ହାରି ଭାଟି ଛାଡି ପ୍ରେମରେ ମୋ ଯା ତୁ ଥରେ ପଟି ମାଲ୍ ମହୁ ଜୀବନ ମାଟି ହେ ପାଟି ମାଲ୍ ମହୁ ଜୀବନ ମାଟି... ଲେ ଲେ ଲେ ମଜା କର ପାଟି ସାଙ୍ଗ ଦୋସ୍ତି ଧୁମ ମସ୍ତିରେ ଆ ଆ ଆ ରାଜା କର ଥରେ ମିଳାମିଶା ମୋ ସାଥିରେ ଚିକିଛିକି ଚିକିଣା ହିରୋ ଛାଡ଼ିଦେରେ ଟିଣ ପଇଡ ଜାଣି ଜାଣି ଜୀବନକୁ କାହିଁ କରୁଚୁ ମାଟି ମାଲ୍ ମହୁ ଜୀବନ ମାଟି ହେ ପାଟି ମାଲ୍ ମହୁ ଜୀବନ ମାଟି... ମୁଁ ତୋ ଲାଇଫ୍ ରେ କଲେ ଏଣ୍ଟ୍ରି ବୁଝିବୁ ତୁ ପିରତି ରସ ତୁ ତୁ ତୁ ସବୁ ଛାଡିଦେବୁ ତୋର ଯେତେ ବଦ ଅଭ୍ୟାସ ସିଗାରେଟ୍ ଗୁଟୁଖା ନିଶା ଟାଣିନବ ସବୁ ପଇସା ଆଜିଠୁ ତୁ ଯା ସୁଧୁରି ଛାଡ଼୍ ମାତଲି ଗୋଷ୍ଟି ମାଲ୍ ମହୁ ଜୀବନ ମାଟି ହେ ପାଟି ମାଲ୍ ମହୁ ଜୀବନ ମାଟି... ............................................................................................. ଯଦି ଭିଡିଓ ଭଲଲାଗିଥାଏ ତେବେ Like କରନ୍ତୁ, Share କରନ୍ତୁ ଓ Channel କୁ Subscribe କରନ୍ତୁ ଓ ଭିଡିଓ ଗୁଡିକର Notification ପାଇବାକୁ ନିଶ୍ଚିନ୍ତ Bell Button ପ୍ରେସ୍ କରନ୍ତୁ. Heartily thank for your Support. From : utubodia Nihar Priyaashish (Youtube Odia Channel) for more video please click : http://www.youtube.com/c/NiharPriyaashish https://www.facebook.com/nihar.priyashish . . . . . . . . . . . . . . Ram Daba Gam by Asima Panda, Best of Asima Panda, Super Hit Odia Dance Dhamaka, Odia Dance Song Gita, Holi special song 2018, Holi song 2018 odia, Super hit holi song 2018, Holli dance mix, masti song, Super hit holi song, Odia Song New Album DJ Hit Song Item No 1, Item Song by Aseema Panda, Nihar Priyasis, Soubhagya Mishra, Asima Panda Songs, Asima Panda New Songs